Request for Proposal Selection of consulting Firm for Setting up of Project Monitoring Unit (PMU)
for Odisha State Housing Board, Bhubaneswar
Observance of Rashtriya Ekta Diwas at OSHB


ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ।
ଭୁବନେଶ୍ୱର ତା ,୩୧.୧୦.୨୦୨୫, ମହାନ ଜନ ନାୟକ ତଥା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ର ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ମୁଖ୍ୟ ଦପ୍ତର ରେ ଏହାର ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀ ମାନେ , ରାଷ୍ଟ୍ରରେ ଏକତା , ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବାକୁ ତଥା ଆଭ୍ୟନ୍ତରୀଣ ସୁରକ୍ଷା କୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକେ ନିଜକୁ ସମର୍ପଣ କରିବାକୁ ସତ୍ୟନିଷ୍ଠ ସଂକଳ୍ପ କରି ଶପଥ ନେଇଥିଲେ।
ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ସ୍ଵତନ୍ତ୍ର ଶାସନ ସଚିବ ତଥା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଙ୍ଗାଧର ନାୟକ ଙ୍କ ଅଧ୍ୟକ୍ଷତା ରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା
TENDER CALL NOTICE
TENDER CALL NOTICE
Lift installation.
CORRIGENDUM-02
CORRIGENDUM-02
corrigendum02
E-AUCTION OF UNUTILISED D.I. PIPES (150 MM TO 600 MM) AVAILABLE AT CENTRAL STORE, DUMDUMA. BHUBANESWAR.
E-AUCTION OF UNUTILISED D.I. PIPES (150 MM TO 600 MM) AVAILABLE AT CENTRAL STORE, DUMDUMA. BHUBANESWAR
TCN D.I pipe auction..
Auction DI Pipes-Revised,final
