Advertisement for Auction Sale of Motor Vehicles
Technical Evaluation Report for Selection of Developer through E-auction process for Development of an Integrated Residential and Commercial Complex at Bhubaneswar, Odisha
Technical Evaluation Report for Selection of Developer through E-auction process for Development of an Integrated Residential and Commercial Complex at Bhubaneswar, Odisha
Result of the Lottery conducted for Subhadra Enclave, Dumduma Ph-III held on 02.05.2022
Result of the Lottery conducted for Subhadra Enclave, Dumduma Ph-III held on 02.05.2022
LIST OF SUCCESSFUL APPLICANTS(EWS CATEGORY)
ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ‘ସୁଦର୍ଶନ ଏନକ୍ଲେଭ୍’ ଉଦ୍ଘାଟିତ
ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ‘ସୁଦର୍ଶନ ଏନକ୍ଲେଭ୍’ ଉଦ୍ଘାଟିତ
ଭୁବନେଶ୍ୱର ତା ୨୯/୪, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ତରଫରୁ ଭୁବନେଶ୍ଵର ଡୁମୁଡୁମା ର ସପ୍ତମ ପର୍ଯ୍ୟାୟ ପ୍ରକଳ୍ପ ରୁପେ ନିର୍ମିତ ‘ସୁଦର୍ଶନ ଏନକ୍ଲେଭ୍’ କୁ ଆଜି ସଂସ୍ଥା ର ସଚିବ ଶ୍ରୀମତୀ ସାଗରିକା ପଟ୍ଟନାୟକ, ଆବଣ୍ଟନ ଗ୍ରହିତା ମାନଙ୍କ ଉପସ୍ଥିତି ରେ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପ ରେ ସମ୍ପୁର୍ଣ ରୂପେ ନିର୍ମାଣ କାର୍ଯ୍ୟ ସରିଥିବା ୧୯୬ଟି ମଧ୍ୟମ ଆୟକାରୀ ବର୍ଗ ଓ ୧୬୦ ଟି ନିମ୍ନ ଆୟକାରୀ ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ଫ୍ଲାଟ୍ ଗୁଡ଼ିକୁ ଆବଣ୍ଟନ ଗ୍ରହିତା ମାନଙ୍କୁ ହସ୍ତାନ୍ତର କରାଯିବାର ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଆବଣ୍ଟନ ଗ୍ରହିତା ମାନଙ୍କୁ ସଂସ୍ଥାର ସଚିବ ଶ୍ରୀମତୀ ପଟ୍ଟନାୟକ, ସେମାନଙ୍କ ଫ୍ଲାଟର ମୁଖ୍ୟ ଦ୍ବାରର ଚାବି, କାଗଜାତ୍ ହସ୍ତାନ୍ତର କରିବା ସଂଗେସଂଗେ, ଗୋଟିଏ ଗୋଟିଏ ବୃକ୍ଷ ଚାରା ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ର ଖାଲି ଥିବା ସ୍ଥାନ ଓ ଆଖପାଖର ସୁବିଧା ଥିବା ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରି ଓ ଏହାର ଯତ୍ନ ନେଇ ନିଜ ପରିବେଶକୁ ସ୍ବଚ୍ଛ, ସବୁଜ ଓ ପ୍ରଦ୍ୟୁଷଣ ମୁକ୍ତ ରଖିବାକୁ ନିବେଦନ କରିଥିଲେ। ପୁଣି, ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନ କ୍ଷେତ୍ରରେ ପ୍ରକଳ୍ପ ଯନ୍ତ୍ରୀ ଲଲାଟେନ୍ଦୁ ସାହୁ, ସନ୍ତୋଷ କୁମାର ଦାସ ( ପି.ଏଚ୍.), ବିଜୟ କୁମାର ସାହୁ (ଇଲେକ୍ଟ୍ରିକାଲ), ସହ ପ୍ରଶାସନିକ ଅଧିକାରୀ ସମ୍ଭୁଦ ମହାନ୍ତି, ଯନ୍ତ୍ରୀ ଗାୟତ୍ରୀ ଲେଙ୍କା, ଅରବିନ୍ଦ ଘୋଷ୍ ଇତ୍ୟାଦି ଙ୍କ ର କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କୁ ଆବଣ୍ଟନ ଗ୍ରହିତା ମାନଙ୍କ ସହ ପରିଚିତ କରାଇ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଉତ୍ସବରେ ଅନ୍ୟତମ ପ୍ରକଳ୍ପ ଯନ୍ତ୍ରୀ ଅନନ୍ତ ପାତ୍ର, , ଲୋକ ସମ୍ପର୍କ ଅଧିକାରୀ ଡଃ. ବସନ୍ତ କୁମାର ସାହାଣୀ, କାହ୍ନୁ ପ୍ରସାଦ ପ୍ରଧାନ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
Draw of Lots for Selection of Allottees in MIG, LIG and EWS Category of Flats in Subhadra Enclave at Dumduma Ph-III, Bhubaneswar on 02.05.2022
Draw of Lots for Selection of Allottees in MIG, LIG and EWS Category of Flats in Subhadra Enclave at Dumduma Ph-III, Bhubaneswar
Draw of Lots for Subhadra Enclave