Tender Cancellation Notice of Subhadra Enclave (A Residential Apartment) at Dumduma Phase-III, Bhubaneswar, Odisha
Cancellation of Allotment due to Chronic Default of Payment dues of Houses & Shops in the Housing Schemes at Jharsuguda, Badapatrapalli Ph-I, Sundergarh and Kendupadar, Phulbani.
Cancellation of Allotment due to Chronic Default of Payment dues of Houses & Shops in the Housing Schemes at Jharsuguda, Badapatrapalli Ph-I, Sundergarh and Kendupadar, Phulbani.
Cancellation of allotment
Republic day celebration 26.01.2022
ଓଡ଼ିଶା ରାଜ୍ୟଗୃହନିର୍ମାଣସଂସ୍ଥାରେ୭୩ତମଗଣତନ୍ତ୍ରଦିବସପାଳିତ।
ଭୁବନେଶ୍ୱରତା୨୬।୦୧ , ସ୍ଥାନୀୟଖାରବେଳ ନଗରରେଅବସ୍ଥିତଓଡ଼ିଶାରାଜ୍ୟ ଗୃହ ନିର୍ମାଣ ସଂସ୍ଥାରମୁଖ୍ୟଦପ୍ତରଗୃହ ନିର୍ମାଣଭବନପରିସରରେ ୭୩ତମସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଯାଇଛି। ଏହିଉତ୍ସବରେ ମୁଖ୍ୟଅତିଥି ଭାବେ ସଂସ୍ଥା ର ଅଧ୍ୟକ୍ଷ ଶ୍ରୀପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଜାତୀୟପତାକା ଉତ୍ତୋଳନକରିବାସହ ନିଜ ବକ୍ତବ୍ୟରେଗଣତନ୍ତ୍ର ଦିବସରମହତ୍ତ୍ଵ ବର୍ଣ୍ଣନା କରିଥିଲେ। ଉତ୍ସବପ୍ରାରମ୍ଭରେ , ଏକସୁସଜ୍ଜିତଆସ୍ଥାନ ରେସ୍ଥାପନାକରାଯାଇଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିକୃତିରେ ମୁଖ୍ୟ ଅତିଥି ଶ୍ରୀମିଶ୍ରଙ୍କ ସହ ସଂସ୍ଥାର ମୁଖ୍ୟଯନ୍ତ୍ରୀପରିକ୍ଷିତଦାସ, ପ୍ରକଳ୍ପଯନ୍ତ୍ରୀନାରାୟଣମାଝୀ,ଲୋକସଂପର୍କଅଧିକାରୀ ବସନ୍ତକୁମାରସାହାଣୀ, ପ୍ରତିଷ୍ଠାନ ଅଧିକାରୀ ପ୍ରଭାତ କୁମାର ବିଶ୍ୱାଳ ଓ କର୍ମଚାରୀ ସଂଘସଭାପତି ମନୋଜ କୁମାର ମହାନ୍ତି ପ୍ରମୁଖ ପୁଷ୍ପ ଗୁଚ୍ଛ ଅର୍ପଣ କରିନି ଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।କୋଭିଡ୍ନିୟମାନୁଯାୟୀ ପାଳନକରାଯାଇଥିବାଏହିଉତ୍ସବରେ ସଂସ୍ଥା ର ମୁଖ୍ୟସ୍ୟୈଧକୁ ଜାତୀୟ ପତାକା ଓ ରଙ୍ଗୀନ ଆଲୋକମାଳା ରେ ସୁସଜ୍ଜିତ କରାଯାଇଥିଲା।
Results of the Lottery held on 29.12.2021 for Allotment of Appartments under Anugul Enclave, Angul
Results of the Lottery held on 29.12.2021 for Allotment of Appartments under Anugul Enclave, Angul