ଓଡ଼ିଶା ରାଜ୍ୟଗୃହନିର୍ମାଣସଂସ୍ଥାରେ୭୩ତମଗଣତନ୍ତ୍ରଦିବସପାଳିତ।

ଭୁବନେଶ୍ୱରତା୨୬।୦୧ , ସ୍ଥାନୀୟଖାରବେଳ ନଗରରେଅବସ୍ଥିତଓଡ଼ିଶାରାଜ୍ୟ ଗୃହ ନିର୍ମାଣ ସଂସ୍ଥାରମୁଖ୍ୟଦପ୍ତରଗୃହ ନିର୍ମାଣଭବନପରିସରରେ ୭୩ତମସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହୋଇଯାଇଛି। ଏହିଉତ୍ସବରେ ମୁଖ୍ୟଅତିଥି ଭାବେ ସଂସ୍ଥା ର ଅଧ୍ୟକ୍ଷ ଶ୍ରୀ‌ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଜାତୀୟପତାକା ଉତ୍ତୋଳନକରିବାସହ ନିଜ ବକ୍ତବ୍ୟରେଗଣତନ୍ତ୍ର ଦିବସରମହତ୍ତ୍ଵ ବର୍ଣ୍ଣନା କରିଥିଲେ। ଉତ୍ସବପ୍ରାରମ୍ଭରେ , ଏକସୁସଜ୍ଜିତଆସ୍ଥାନ ରେସ୍ଥାପନାକରାଯାଇଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିକୃତିରେ ମୁଖ୍ୟ ଅତିଥି ଶ୍ରୀମିଶ୍ରଙ୍କ ସହ ସଂସ୍ଥାର ମୁଖ୍ୟଯନ୍ତ୍ରୀପରିକ୍ଷିତଦାସ, ପ୍ରକଳ୍ପଯନ୍ତ୍ରୀନାରାୟଣମାଝୀ,ଲୋକସଂପର୍କଅଧିକାରୀ ବସନ୍ତକୁମାରସାହାଣୀ, ପ୍ରତିଷ୍ଠାନ ଅଧିକାରୀ ପ୍ରଭାତ କୁମାର ବିଶ୍ୱାଳ ଓ କର୍ମଚାରୀ ସଂଘସଭାପତି ମନୋଜ କୁମାର ମହାନ୍ତି ପ୍ରମୁଖ ପୁଷ୍ପ ଗୁଚ୍ଛ ଅର୍ପଣ କରିନି ଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।କୋଭିଡ୍ନିୟମାନୁଯାୟୀ ପାଳନକରାଯାଇଥିବାଏହିଉତ୍ସବରେ ସଂସ୍ଥା ର ମୁଖ୍ୟସ୍ୟୈଧକୁ ଜାତୀୟ ପତାକା ଓ ରଙ୍ଗୀନ ଆଲୋକମାଳା ରେ ସୁସଜ୍ଜିତ କରାଯାଇଥିଲା।